ଡ. ଆଶିଷ ସାହୁ

Room No.
Department of Odia

୯୯୩୭୭୩୩୩୪୮

ashishsahu852@gmail.com

ଡ. ଆଶିଷ ସାହୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡିଆବିଭାଗରେ ସହଯୋଗୀ ଅଧ୍ୟାପକଭାବରେ କାର୍ଯ୍ୟ କରୁଛନ୍ତି। ସେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡିଶା, କୋରାପୁଟରୁ ୨୦୧୨ ମସିହାରେ ସ୍ନାତକୋତ୍ତର ଓ ୨୦୧୪ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ କଳାବିଭୂଷଣ,୨୦୧୯ ମସିହାରେ “ଓଡିଆ ସାହିତ୍ୟ ଓ ସଂସ୍କୃତିରେ ମହାନଦୀ” ଶୀର୍ଷକ ଗବେଷଣା କାର୍ଯ୍ୟକରି କଳାଭୂଷଣ ଉପାଧିରେ ଭୂଷିତ ହୋଇଛନ୍ତି। ବିଭିନ୍ନ ପତ୍ରପତ୍ରିକା ଓ ବହିରେ ତାଙ୍କର ୧୯ରୁ ଊର୍ଦ୍ଧ୍ୱ ପ୍ରବନ୍ଧମାନ ପ୍ରକାଶ ପାଇଛି।  ସେ ବିଭିନ୍ନ ପାଠଚକ୍ରରେ ଭାଗନେବା ସହ ପ୍ରବନ୍ଧ ଉପସ୍ଥାପନ କରିଛନ୍ତି । ୧୫ଟି ଆଲୋଚନାଚକ୍ର ଓ ସମ୍ପାନରେ ଅଂଶ ଗ୍ରହଣ କରିବା ସହତି ତିନୋଟି ରିଫ୍ରେସର ପାଠ୍ୟକ୍ରମ ଏବଂ ଗୋଟିଏ ଆନୁଷ୍ଠାନିକ ବକୃତାରେ (ଅରିଏଣ୍ଟେସନ୍) କାର୍ଯ୍ୟକ୍ରମ ଶେଷ କରିଛନ୍ତି। ସେ ଲୋକସାହିତ୍ୟ, ପ୍ରାଚ୍ୟ ସାହିତ୍ୟତତ୍ତ୍ୱ ତଥା ପୁରାଣ ସାହିତ୍ୟରେ ରୁଚି ରଖିଛନ୍ତି। ତାଙ୍କର ସାତ ବର୍ଷର ଶିକ୍ଷାଦାନ ତଥା ଗବେଷଣାର ଅଭିଜ୍ଞତା ରହିଛି। ଡ଼କ୍ଟର ସାହୁଙ୍କ ଅଧିନରେ ଅନେକଗବେଷକ /ଗବେଷିକା ଗବେଷଣାରତ ।

Selected Publications