Department of Odia

୧୮୬୮ ମସିହାରେ ସ୍ଥାପିତ ହୋଇଥିବା ‘କଟକ କଲେଜ’ ପରବର୍ତ୍ତୀ ସମୟରେ ରେଭେନ୍‌ସା ମହାବିଦ୍ୟାଳୟ ରୂପେ ପରିଚିତି ପାଇଲା ଓ ୨୦୦୬ ମସିହାରେ ତାହା ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କଲା । ଓଡ଼ିଶାରେ ଉଚ୍ଚଶିକ୍ଷା ପଦ୍ଧତିରେ ଭର୍ଣ୍ଣାକୁଲାର ଭାଷା ଭାବେ ଅଧ୍ୟାୟୀମାନଙ୍କ ପାଇଁ ଓଡ଼ିଆ ଅଧ୍ୟୟନ ୧୯୦୨ ମସିହାରେ ରେଭେନ୍‌ସା ମହାବିଦ୍ୟାଳୟ ଜରିଆରେ ଆରମ୍ଭ ହୋଇଥିଲା । ପ୍ରଥମେ ଓଡ଼ିଆ ଭାଷା ସାହିତ୍ୟ ପଢାଇବା ପାଇଁ ସଂସ୍କୃତ ପଣ୍ଡିତମାନେ ନିଯୁକ୍ତ ହୋଇଥିଲେ ।

Vision

The Department of Odia emphasizes to contribute to the Nation through quality education and research in Odia Language and Literature and also to become a valuable resources for Language, Literature and Culture as a centre of excellenc.

Mision

  • To folklore Museum
  • Photo Gallery of Eminent Literary Personality
  • Digitalization of Palm Leaf Manuscript.
  • To develop a publication house to publish rare manuscript and other literarily related books
  • The department has a dream to prepare a literary encycloedia and Technical glossary for common use. The preliminary ground wprk will come out soon after the supporting infrastructure is available.
  • Focusing in Comparative and Translation Studies.
  • Emphasis on Indigenous Studies
0 +

Scholars

0 +

Publications

0 +

Laboratories

0 +

Books

0 +

Chapters

Recent Publications

.

Alumni

ଏହି ବିଭାଗ ବର୍ଷବର୍ଷ ଧରି ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ଜୀବନ ସହ ଜଡ଼ିତ ହୋଇ ରହିଆସିଛି। ଅନେକେ ତାଙ୍କ ଜୀବନଗଢ଼ଣର ସୋପାନ ଭାବେ ଏହି ଶିକ୍ଷାନୁଷ୍ଠାନ ଓ ବିଭାଗର ଭୂମିକାକୁ ଶ୍ରଦ୍ଧାର ସହ ସ୍ୱୀକାର କରିଆସିଛନ୍ତି। ସେମାନଙ୍କର ଅପେକ୍ଷାକୃତ ସମ୍ପୂର୍ଣ୍ଣ ତାଲିକାଟିଏ  ପ୍ରସ୍ତୁତି ଲକ୍ଷ୍ୟରେ ବିଭାଗ କାର୍ଯ୍ୟ କରୁଛି।