ଡ. ସଂଘମିତ୍ରା ବେହେରା

Room No.
Department of Odia

୯୯୩୭୭୩୩୩୪୮

sanghamitraoriya@gmail.com

ଡ. ସଂଘମିତ୍ରା ବେହେରା, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଭାଗରେ ସହକାରୀ ଅଧ୍ୟାପକ ଭାବେ କାର୍ଯ୍ୟରତ I ୨୦୧୩, ଜୁନ୍ ମାସରୁ ସେ ଏହି ପଦବୀରେ ଅଧିଷ୍ଠାନ କରିଅଛନ୍ତି I ସେ ବିଗତ ଆଠ ବର୍ଷ ଅଧ୍ୟାପନା ଏବଂ ପାଞ୍ଚ ବର୍ଷ ସ୍ୱକୀୟ ଗବେଷଣାରେ ସଂପୃକ୍ତ I ସେ ୨୦୧୮ ମସିହାରେ ‘ଶୂନ୍ୟସାଧନା ପରଂପରା ଓ ଭୀମଭୋଇଙ୍କ ସର୍ଜନଭୂମି’ ପ୍ରସଙ୍ଗରେ କଳାବିଭୂଷଣ ଉପାଧି ପ୍ରାପ୍ତି କରିଛନ୍ତି Iଏହା ପୂର୍ବରୁ ସେ +୨ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁମ୍ଭାରୀପୁଟ, କୋରାପୁଟ ଓ ଧରମବନ୍ଧା, ନୂଆପଡ଼ାରେ ତା ୩୧.୧୦.୨୦୦୬ରୁ ୦୫.୦୬.୨୦୧୩ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ I ବର୍ତ୍ତମାନ ସେ ଭାଷାତତ୍ତ୍ୱ, ଧର୍ମ ଓ କଥାସାହିତ୍ୟ ଅଧ୍ୟୟନରେ ନିଜର ରୁଚି ରଖନ୍ତି I

Selected Publications

  • Group
  • Research
  • Publications
  • Teachings

ସୁଜାତା ସାହାଣୀ

କଳାବିଭୂଷଣ ଗବେଷିକା

ଇପ୍ସିତା ସାହୁ

କଳାବିଭୂଷଣ ଗବେଷିକା

ଶଙ୍ଖଚୂଳ ଦାସ

କଳାବିଭୂଷଣ ଗବେଷକ

ପବିତ୍ର ଦାସ

କଳାବିଭୂଷଣ ଗବେଷକ

କାଳାଭୂଷଣ ଅଧ୍ୟାୟୀ

  • ପୁଷ୍ପାଞ୍ଜଳୀ ମହାରଣା (୧୫ଏଲ୍.ଓ.ଡି.୦୦୫) (ଉପାଧିପ୍ରାପ୍ତ) – ବିଷୟ: ଓଡ଼ିଆ ପୁରାଣ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା
  •  ନମିତା ମହାପାତ୍ର (୧୬ଏଲ୍.ଓ.ଡି.୦୦୫) ଉପାଧିପ୍ରାପ୍ତ) – ବିଷୟ: ଗୋଣ୍ଡ ଜନଜାତି ଏକ ଅଧ୍ୟୟନ
  • ଉଜ୍ଜସ୍ୱିନୀ ନାଏକ (୧୬ଏଲ୍.ଓ.ଡି.୦୧୧) ଉପାଧିପ୍ରାପ୍ତ) – ବିଷୟ: ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କଥାସାହିତ୍ୟର ବିବିଧ ଦିଗ
  • ମାନସ ନାଏକ (୧୯ଏଲ୍.ଓ.ଡି.୦୦୪) ଉପାଧିପ୍ରାପ୍ତ) – ବିଷୟ: ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଢେଙ୍କାନାଳର ମହିମା ଧର୍ମ
  • ସୂର୍ଯ୍ୟକାନ୍ତି ବେହେରା (୨୦ଏଲ୍.ଓ.ଡି୦୦୨) (ଗବେଷଣାରତ) – ବିଷୟ: ଓଡ଼ିଆ ସାହିତ୍ୟ ପତ୍ରିକା ପ୍ରକାଶରେ ନାରୀ

.

ପତ୍ରପତ୍ରିକାରେ ପ୍ରକାଶିତ ନିଜସ୍ୱ ନିବନ୍ଧ :-

  • ବିଦଗ୍ଧ କବିଙ୍କ ବିମୁଗ୍ଧ ପଦ: ଅବୈଷ୍ଣବରୁ ବୈଷ୍ଣବ,    ବ୍ରାହ୍ମୀ-୨୦୨୧, ଅଭିମନ୍ୟୁ ସାଂସ୍କୃତିକ ପରିଷଦ,ଯାଜପୁର,ପୃ..(୨୮-୩୧)
  • ବିଦଗ୍ଧ ଚିନ୍ତାମଣିରେ ବିଦଗ୍ଧ କବି ଅଭିମନ୍ୟୁ,  ବ୍ରାହ୍ମୀ-୨୦୨୦,ଅଭିମନ୍ୟୁ ସାଂସ୍କୃତିକ ପରିଷଦ,ଯାଜପୁର, ପୃ(୨୦-୨୫)
  • ଚଇତିର ତାଳେ ତାଳେ ଚୈତ୍ରର ସ୍ୱର, ଗୋକର୍ଣିକା, ଜାନୁୟାରୀ -ମାର୍ଚ୍ଚ୨୦୨୧, ପୃ(୩୮-୪୧),ISSN: 2455-6041
  • ରହସ୍ୟଚେତନା ଓ ତତ୍ତ୍ୱସନ୍ଧାନୀ ଅନୁବାଦକ: ପଣ୍ଡିତ ଗୋପବନ୍ଧୁ , ଝରାଶ୍ରାବଣ,ଜାନୁୟାରୀ-ମାର୍ଚ୍ଚ,୨୦୨୧,ପୃ.(୩୫..୩୭), ISSN: 2584-0664
  • ଓଡ଼ିଆ ଧ୍ୱନିର ଗୁଣ, ପ୍ରତ୍ୟୟ, ୨୩ଜୁନ,୨୦୨୦, ପୃ(୧-୩),Vol-III, Issue- IV, E-ISSN: 2456-9194
  • ଉତ୍କଳେ ଅରଣ୍ୟେ ଅନ୍ନପୂର୍ଣ୍ଣା ଦେବୀ, ପ୍ରତ୍ୟୟ, ୨୪ ଜୁନ ୨୦୧୯, ପୃ(୧୨-୧୫),Vol-II, Issue-IV, E-ISSN: 2456-9194
  • ଅଇଲି ଧୂନି ମନ୍ଦିର ପଶ୍ଚିମ ଦିଗେ ମୋ ଘର, ଝଙ୍କାର, ଫେବୃୟାରୀ ୨୦୧୯, ପୃ(୧୦୯୦-୯୩)
  • ଅସଂପୂର୍ଣ୍ଣରେ ସଂପୂର୍ଣ୍ଣ କବିବର, ସାହିତ୍ୟଭାରତୀ(ରାଧାନାଥ ସାହିତ୍ୟ ପରିଷଦ ମୁଖପତ୍ର), ୨୦୧୯, ପୃ(୯-୧୩)
  • ଦୃଷ୍ଟି ଓ ଦର୍ଶନରେ କବି ରାଧାନାଥ, ଯୁଗଶ୍ରୀ ଯୁଗନୀରୀ, ସେପ୍ଟେମ୍ବର ୨୦୧୮, ପୃ(୧୩-୧୫),ISSN: 2456-0804
  • ସନ୍ଥକବି ଭୀମଭୋଇଙ୍କ ରଚନାରେ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଚିତ୍ର, କୋଣାର୍କ, ଓଡ଼ିଶା ସାହିତ୍ୟ ଏକାଡ଼େମୀ  ଫେବୃୟାରୀ-ଅପ୍ରେଲ, ୨୦୧୮, ପୃ(୨୮-୩୮)
  • ଭୀମଭୋଇ; ନିଜ ରଚନାରେ ନିଜେ, କୋଣାର୍କ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଭୁବନେଶ୍ୱର, ଫେବୃୟାରୀ-ଅପ୍ରେଲ, ୨୦୧୭, ପୃ((୧୨୫-୩୬)
  • କଥିତ ଓଡ଼ିଆ ଭାଷାର ପରିଚୟ, ପ୍ରତ୍ୟୟ, ଜୁନ୍ ୨୦୧୭, ପୃ(୧୯-୨୨), Vol-I, Issue-III, E-ISSN:2456-9194
  • ‘ଆର୍ଯ୍ୟାବର୍ତ୍ତର ଆତ୍ମସ୍ୱର’ ଓ ଗାଳ୍ପିକ ଅଚ୍ୟୁତାନନ୍ଦ ପତି, ସହଯୋଗୀ, ଜୁନ୍ ୨୦୧୭, ପୃ(୩୯-୪୧), ISSN:2454-6828
  • ମାନବବାଦୀ ଗାଳ୍ପିକ ଅଚ୍ୟୁତାନନ୍ଦ ପତି ଓ ଈଶ୍ୱର ମୃତ୍ୟୁର ସ୍ୱର, ସହଯୋଗୀ, ଜାନୁୟାରୀ ୨୦୧୭,ପୃ(୪୧-୪୩), ISSN:2454-6828
  • ଓଡ଼ିଆ ଭାଷାରେ ଧ୍ୱନିର ଦୌର୍ଘ୍ୟ, ସହଯୋଗୀ, ଅପ୍ରେଲ ୨୦୧୬,ପୃ(୩୩-୩୪), ISSN:2454-6828
  • ବିରାଟଗୀତା, ଶୂନ୍ୟବାଦ ଓ ପିଣ୍ଡବ୍ରହ୍ମାଣ୍ଡ, ଜନସୁଧା,ଜୁଲାଇ-ସେପ୍ଟେମ୍ୱର ୨୦୧୫, ପୃ(୩୮-୩୯), ISSN: 2321-9890

ସଂପାଦିତ ପୁସ୍ତକରେ ଅନ୍ତର୍ଭୁକ୍ତ ନିବନ୍ଧ :-

  • ନନ୍ଦ, ଦୁର୍ଗାମାଧବ, ଆମ ଲୋକବିଶ୍ୱାସ ,ଲୋକସଂସ୍କୃତି ଗବେଷଣା ପ୍ରତିଷ୍ଠାନ,ପୁରୀ, (ବିଷୟ- ଲୋକବିଶ୍ୱାସରେ ମାନିଲେ ଦିଅଁ.. ଏକ ଅନୁଶୀଳନ), ପୃ(୧୫୪-୫୮), ୨୦୨୧ISBN: 978-81-904153-2-3
  • ମାହୁନ୍ତ, କମଳ, ଚିହ୍ନା ଚିହ୍ନା ଚେନାଏ ଚିତ୍ର: ସ୍ୱର ଓ ସଂକଳ୍ପ,( ବିଷୟ- ହଜିଲା ଶବ୍ଦପୁଞ୍ଜ ତଳେ: ଚିହ୍ନା ଚିହ୍ନା ଚେନାଏ ଚିତ୍ର), ପୃ(୯୯-୧୦୨)., ବିଜୟିନୀ ପବ୍ଲିକେଶନ୍ସ, କଟକ,୨୦୨୧,ISBN: 81-950606-7-6
  • ବେହେରା, ଶିଶିର ଓ ମାହୁନ୍ତ, କମଳ, ଶରତକୁମାରୀ ଆଚାର୍ଯ୍ୟଙ୍କ ପଦ୍ୟାଲୋଚନା,( ବିଷୟ- ଜନନୀ ଜଠରରୁ ଜରାର ପାଂଶୁଳରେ ‘ଶୂନ୍ୟପରିଧି’) , ପୃ(୬୨-୬୭)., ବିଜୟିନୀ ପବ୍ଲିକେଶନ୍ସ,କଟକ, ଜାନୁୟାରୀ,୨୦୨୦ISBN: 978-93-88422-94-9
  • ମିଶ୍ର,ବିପିନ ବିହାରୀ,ସ୍ୱାଇଁ, ପ୍ରଭାକର, ସ୍ୱାଇଁ ପ୍ରସନ୍ନ କୁମାର,ଫକୀରମୋହନଙ୍କ ସୃଷ୍ଟିସମୀକ୍ଷା, ସାରଳା ସାହିତ୍ୟ ସଂସଦ,କଟକ, (ବିଷୟ- ଅଝାଲ ସିଲାଇରୁ ଗଳ୍ପର ମହକ), ପୃ(୧୭୦-୧୭୪)., ଜାନୁୟାରୀ ୨୦୨୦
  • ବେହେରା, ରାଜେନ୍ଦ୍ର କୁମାର, ଗାନ୍ଧିଜୀ: ସମାଜ ଓ ସାହିତ୍ୟ, (ବିଷୟ. ‘ଆଶ୍ରମ’, ‘ସ୍ୱରାଜ୍ୟ’ ଓ ନାରୀ ଉଦ୍ ଯୋଗରେ ଗାନ୍ଧୀବାଦ), ପୃ(୧୪୬-୧୫୨),ବିଜୟିନୀ ପବ୍ଲିକେଶନ୍ସ, କଟକ,୨୦୨୦
  • ପୃଷ୍ଟି, ସୁବ୍ରତ,Language ,literature, culture & integrity (ବିଷୟ. କବି ଭୀମଭୋଇଙ୍କ କବିତାରେ ଶବ୍ଦଚାତୁରୀ), ପୃ.(୩୦୬- ୩୧୦),Institute of Odia Studies & Research, BBSR, Odisha-୨୦୨୦,ISBN: 978-81-942780-3-0

ପ୍ରକାଶିତ ପୁସ୍ତକ

  • ଚୁମ୍ୱକରେ କଟକ, ପାଦଟୀକା, କଲ୍ୟାଣୀନଗ୍, କଟକ, ୧ମ ପ୍ରକାଶ;୨୦୧୫, ISBN: 978-93-81756-83-6

ଶିକ୍ଷାଦାନ

  • ଭାଷାତତ୍ତ୍ୱ
  • କଥାସାହିତ୍ୟ
  • କବିତା(ପ୍ରାଚୀନ ଓ ଆଧୁନିକ)
  • ଲୋକସାହିତ୍ୟ