ରେଭନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ, ସ୍ନାତକ, ସ୍ନାତକୋତ୍ତର, କଳାଭୂଷଣ ଏବା କଳାବିଭୂଷଣ ପାଠ୍ୟକ୍ରମ ପ୍ରଦାନ କରେ । ସମସ୍ତ ପାଠ୍ୟକ୍ରମର ଆସନ ସଂଖ୍ୟା ନିମ୍ନୋକ୍ତମତେ ପ୍ରଦାନ କରାଗଲା ।
ସମୁଦାୟ ଆସନ -୬୪
ସମୁଦାୟ ଆସନ -୬୪
ବିଭାଗରେ ଅବସ୍ଥାପିତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଅଧୀନରେ ଖାଲିଥିବା ଆସନ ଅନୁଯାୟୀ କଳାବିଭୂଷଣର ଆସନ ପୂରଣ କରାଯାଏ । ଏହା ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତି ବର୍ଷ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଯେଉଁ ମାନେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନଙ୍କୁ ମୌଖିକ୍ ପରୀକ୍ଷାକୁ ଡକାଯାଏ । ଏତଦ୍ ବ୍ୟତିତ ଯେଉଁ ଅଧ୍ୟାୟୀ ସ୍ନାତକୋତ୍ତର ସମାପ୍ତପରେ ୟୁଜିସି ପ୍ରଦତ୍ତ ନେଟ୍ / ଜେଆର୍ଏଫ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ସେମାନଙ୍କୁ ସିଧାସଳଖ ପ୍ରବେଶିକା ପରୀକ୍ଷାରୁ ବାଦ୍ ଦିଆଯାଇ କେବଳ ମୌଖିକ ପରୀରୀକ୍ଷାକୁ ଡକାଯାଇଥାଏ, ଏବଂ ମୌଖିକ ପରୀକ୍ଷାର ଶ୍ରେଷ୍ଠତାକୁ ଆଧାର କରି କଳାବିଭୂଷଣ ପାଇଁ ଅଧ୍ୟାଯୀ ଚୟନ କରାଯାଏ ।
Registrar | Ravenshaw University | Cuttack – 751003 | Odisha | India
Phone : +91-6712201690 | Email : registrar[at]ravenshawuniversity[dot]ac[dot]in