୧୮୬୮ ମସିହାରେ ସ୍ଥାପିତ ହୋଇଥିବା ‘କଟକ କଲେଜ’ ପରବର୍ତ୍ତୀ ସମୟରେ ରେଭେନ୍ସା ମହାବିଦ୍ୟାଳୟ ରୂପେ ପରିଚିତି ପାଇଲା ଓ ୨୦୦୬ ମସିହାରେ ତାହା ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କଲା । ଓଡ଼ିଶାରେ ଉଚ୍ଚଶିକ୍ଷା ପଦ୍ଧତିରେ ଭର୍ଣ୍ଣାକୁଲାର ଭାଷା ଭାବେ ଅଧ୍ୟାୟୀମାନଙ୍କ ପାଇଁ ଓଡ଼ିଆ ଅଧ୍ୟୟନ ୧୯୦୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟ ଜରିଆରେ ଆରମ୍ଭ ହୋଇଥିଲା । ପ୍ରଥମେ ଓଡ଼ିଆ ଭାଷା ସାହିତ୍ୟ ପଢାଇବା ପାଇଁ ସଂସ୍କୃତ ପଣ୍ଡିତମାନେ ନିଯୁକ୍ତ ହୋଇଥିଲେ ।
The Department of Odia emphasizes to contribute to the Nation through quality education and research in Odia Language and Literature and also to become a valuable resources for Language, Literature and Culture as a centre of excellenc.
Scholars
Publications
Laboratories
Books
Chapters
ଏହି ବିଭାଗ ବର୍ଷବର୍ଷ ଧରି ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ଜୀବନ ସହ ଜଡ଼ିତ ହୋଇ ରହିଆସିଛି। ଅନେକେ ତାଙ୍କ ଜୀବନଗଢ଼ଣର ସୋପାନ ଭାବେ ଏହି ଶିକ୍ଷାନୁଷ୍ଠାନ ଓ ବିଭାଗର ଭୂମିକାକୁ ଶ୍ରଦ୍ଧାର ସହ ସ୍ୱୀକାର କରିଆସିଛନ୍ତି। ସେମାନଙ୍କର ଅପେକ୍ଷାକୃତ ସମ୍ପୂର୍ଣ୍ଣ ତାଲିକାଟିଏ ପ୍ରସ୍ତୁତି ଲକ୍ଷ୍ୟରେ ବିଭାଗ କାର୍ଯ୍ୟ କରୁଛି।
Registrar | Ravenshaw University | Cuttack – 751003 | Odisha | India
Phone : +91-6712201690 | Email : registrar[at]ravenshawuniversity[dot]ac[dot]in