ଗବେଷଣା

ଓଡ଼ିଆ ବିଭାଗ, ରେଭନ୍‌ସା ବିଶ୍ୱବିଦ୍ୟାଳୟ ସର୍ବଦା ଗବେଷଣା ଦିଗରେ ଏକ ସମୃଦ୍ଧ ପରମ୍ପରାର ଧାରାକୁ ବଜାୟ ରଖି ଆସୁଅଛି । ସଂପ୍ରତି କେତୋଟି ଗବେଷଣାର କ୍ଷେତ୍ର ନିମ୍ନରେ ପ୍ରଦାନ କରାଗଲା ।

  • ତୁଳନାତ୍ମକ ସାହିତ୍ୟ
  • ଅନୁବାଦ ଶିକ୍ଷା
  • ଭାଷାବିଜ୍ଞାନ ଅଧ୍ୟୟନ
  • କଥା ସାହିତ୍ୟ
  • ଆଦିବାସୀ ସାହିତ୍ୟ ଓ ସଂସ୍କୃତି
  • ସାହିତ୍ୟ ତତ୍ତ୍ୱ
  • ପ୍ରାଚୀନ ଓ ମଧ୍ୟକାଳୀନ ସାହିତ୍ୟ
  • ଲୋକସାହିତ୍ୟ
  • ଆଧୁନିକ କବିତା
  • ନାଟ୍ୟ ସାହିତ୍ୟ
  • ଓଡ଼ିଆ ଭାଷାରେ କମ୍ପ୍ୟୁଟର ଶିକ୍ଷା ଏବଂ ତାହାର ପ୍ରୟୋଗ