ଡ. ସଂଘମିତ୍ରା ବେହେରା

Room No.
Department of Odia

୯୯୩୭୭୩୩୩୪୮

sanghamitraoriya@gmail.com

ଡ. ସଂଘମିତ୍ରା ବେହେରା, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଭାଗରେ ସହକାରୀ ଅଧ୍ୟାପକ ଭାବେ କାର୍ଯ୍ୟରତ I ୨୦୧୩, ଜୁନ୍ ମାସରୁ ସେ ଏହି ପଦବୀରେ ଅଧିଷ୍ଠାନ କରିଅଛନ୍ତି I ସେ ବିଗତ ଆଠ ବର୍ଷ ଅଧ୍ୟାପନା ଏବଂ ପାଞ୍ଚ ବର୍ଷ ସ୍ୱକୀୟ ଗବେଷଣାରେ ସଂପୃକ୍ତ I ସେ ୨୦୧୮ ମସିହାରେ ‘ଶୂନ୍ୟସାଧନା ପରଂପରା ଓ ଭୀମଭୋଇଙ୍କ ସର୍ଜନଭୂମି’ ପ୍ରସଙ୍ଗରେ କଳାବିଭୂଷଣ ଉପାଧି ପ୍ରାପ୍ତି କରିଛନ୍ତି Iଏହା ପୂର୍ବରୁ ସେ +୨ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁମ୍ଭାରୀପୁଟ, କୋରାପୁଟ ଓ ଧରମବନ୍ଧା, ନୂଆପଡ଼ାରେ ତା ୩୧.୧୦.୨୦୦୬ରୁ ୦୫.୦୬.୨୦୧୩ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ I ବର୍ତ୍ତମାନ ସେ ଭାଷାତତ୍ତ୍ୱ, ଧର୍ମ ଓ କଥାସାହିତ୍ୟ ଅଧ୍ୟୟନରେ ନିଜର ରୁଚି ରଖନ୍ତି I

Selected Publications