ଡ. ବାବାଜୀଚରଣ ପଟ୍ଟନାୟକ

Room No.
Department of Odia

9437319914

Email

ଡ. ବାବାଜୀଚରଣ ପଟ୍ଟନାୟକ ୨୦୧୨ ମସିହାରୁ ଓଡିଆ ବିଭାଗରେ ପରିଦର୍ଶୀ ଅଧ୍ୟାପକ ଭାବରେ କାର୍ଯ୍ୟ କରି ଆସୁଛନ୍ତି। ସେ ୨୦୧୦ ମସିହାରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣାରୁ ଅବସର ଗ୍ରହଣ କରିଛନ୍ତି । ଡକ୍ଟର ପଟ୍ଟନାୟକଙ୍କର ୩୪ବର୍ଷର ଶିକ୍ଷାଦାନ ଅଭିଜ୍ଞତା (ଉଭୟ ସ୍ନାତକ ଏବଂ ସ୍ନାତେକାତ୍ତର) ରହିଅଛି । ଏହା ବ୍ୟତୀତ ତାଙ୍କ ଅଧୀନରେ ୦୮ଜଣ ଗବେଷକ ଗବେଷଣା କରି ପିଏଚ୍‌.ଡି ଡିଗ୍ରୀ ଲାଭ କରିଛନ୍ତି । ଡକ୍ଟର ବାବାଜୀଚରଣ ପଟ୍ଟନାୟକ ୧୦ଗୋଟି ପୁସ୍ତକ ଏବଂ ୨୦୦ରୁ ଉର୍ଦ୍ଧ୍ୱ ଗବେଷଣା ଧର୍ମୀ ପ୍ରବନ୍ଧର ରଚୟିତା । ଡକ୍ଟର ପଟ୍ଟନାୟକ ଓଡ଼ିଆ ଭାଷା-ସାହିତ୍ୟ କ୍ଷେତ୍ରରେ ପ୍ରବନ୍ଧ, ରମ୍ୟ ରଚନା, ସ୍ତମ୍ଭଲେଖା, ଓ ସାହିତ୍ୟ ସମାଲୋଚନା ଲେଖକ ଭାବରେ ବେଶ୍‌ ପରିଚିତ। ଏଥିଲାଗି ସେ ଝଙ୍କାର ପୁରସ୍କାର, ଗୋଦାବରୀଶ ସାହିତ୍ୟ ସମ୍ମାନ, ଭରଦ୍ୱାଜ ଗୀତିକବି ସମ୍ମାନ ଭଳି ଅନେକ ସମ୍ମାନରେ ସମ୍ମାନିତ ଏବଂ ବହୁ ଅନୁଷ୍ଠାନ ଦ୍ୱାରା ସମ୍ୱର୍ଦ୍ଧିତ ଏବଂ ସମ୍ମାନିତ ।

Selected Publications